କେକିନୀ
ଦେଖଣା
କେକିନୀ —
ଉଚ୍ଚାରଣ: Kekinī
ଦେ. ବି. ସ୍ତ୍ରୀ —
ମୟୂରୀ — Pea-hen.
କେକି କେକିନୀଏ ଯେ ଧ୍ଵଳିକି ଛାଡ଼ିଲେ କୃଷ୍ଣସିଂହ. ମହାଭାରତ, ବନ
କେକିନୀ —
ଉଚ୍ଚାରଣ: Kekinī
ଦେ. ବି. ସ୍ତ୍ରୀ —
ମୟୂରୀ — Pea-hen.
କେକି କେକିନୀଏ ଯେ ଧ୍ଵଳିକି ଛାଡ଼ିଲେ କୃଷ୍ଣସିଂହ. ମହାଭାରତ, ବନ