Jump to content

କେଛୋ ଖୁପ୍ଲି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଛୋ ଖୁପ୍ଲି
ଉଚ୍ଚାରଣ: Kechho Khupil

ପ୍ରାଦେ. (ସମ୍ବଲପୁର) ବି. (ସଂ. କଚ୍ଛପ+ଖର୍ପର) —

କଚ୍ଛପ-ପୃଷ୍ଠର କଠିନ ଆବରଣ — Tortoise-shell.