କେଜାଣି
ଦେଖଣା
କେଜାଣି —
ଉଚ୍ଚାରଣ: Kejāṇi
কিজানী
कौन जाने
ଦେ. ଅ. (ସଂ. କେନ ଜ୍ଞାୟତେ=କିଏ ଜାଣେ?) —
୧: କି ନିମନ୍ତେ; କାହିଁକି ମୁଁ କହି ପାରିବି ନାହିଁ; ମତେ ଜଣା ନାହିଁ, ଅନ୍ୟ କେହି ଅବା ଜାଣୁଥିବ — ୧. Who knows why.
୨: ଏହା ଅଜ୍ଞାତ ଅଟେ —୨. It is unknowable.
ଜୀବନ ହୁଡ଼ ଯୁଆରଣେ କେଜାଣି କେ ହାରେ କେ ଜିଣେ ଜଗନ୍ନାଥ. ଭାଗବତ