କେଞ୍ଚଡ଼ି
ଦେଖଣା
କେଞ୍ଚଡ଼ି —
ଉଚ୍ଚାରଣ: Ken̄chaṟḍ̠i
কাঁচা, ইচড়
कचरा, खिच्चा, कच्चा
ଦେ. ବିଣ. (ଫା. କଚ୍ଚା) —
୧: କଞ୍ଚା; ଅପକ୍ବ — ୧. Unripe; raw; immature.
୨: ଅକାଳପକ୍ବ — ୨. Untimely ripened.
୩: ଅପ୍ରାପ୍ତବୟସ୍କ — ୩. Minnor; not mature in age.
ଦେ. ବିଣ. ପୁ. (ଉର୍ତ୍ସ ନାତ୍ମକ) —
ଅକାଳପ୍ବକ (ଯୁବକ) — (a young man) Who has ripened before his years.
ଦେ. ବିଣ. ସ୍ତ୍ରୀ. (ଉର୍ତ୍ସନା ସୂଚକ) —
ଯେଉଁ ବାଳିକାକୁ କୃତ୍ରିମ ଉପାୟ ଓ ଔଷଧ—ପ୍ରଯୋଗ ଦ୍ବାରା ଋତୁକାଳର ଉପଯୁକ୍ତ ସମୟ ପୂର୍ବରୁ ଋତୁମତୀ କରାଇ ସ୍ବାମୀ-ସହବାସ ଯୋଗ୍ୟା କରାଯାଇଥାଏ — (a girl) Who has been made to menstruate before the actual period of maturity, ny application of artifical means, herbs etc.