କେଞ୍ଚା
ଦେଖଣା
କେଞ୍ଚା —
ଉଚ୍ଚାରଣ: Ken̄chā
কোঁচ
भाला
ଦେ. ବି. (ସଂ. କୁନ୍ତା) —
୧: ତେଣ୍ଟା; ବରଛା — ୧. A long spear or spike; lance.
୨: ତେଣ୍ଟା ଆଦି ମୁନିଆଁ ଅସ୍ତ୍ର ଦ୍ବାରା କେଞ୍ଚିବାର ଆଘାତ — ୨. Wound caused by the thrust of a spear.
୩: (ଲକ୍ଷଣାର୍ଥ)—କଷ୍ଟ; ପୀଡ଼ା —୩. Pain.
୪: ଦାଉ; ବିପତ୍ ପାତ —୪. Accident.