Jump to content

କେଞ୍ଚିପକାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଞ୍ଚିପକାଇବା
ଉଚ୍ଚାରଣ: Ken̄chipakāibā
कुछनहिँ करशकना

ଦେ. କ୍ରି. (ବ୍ୟଙ୍ଗ୍ୟାର୍ଥ) —

୧: କୌଣସି ବ୍ୟକ୍ତିର ଅନିଷ୍ଟ କରି ନପାରିବା — ୧. Not to harm a person

୨: କୃତକାର୍ୟ୍ୟ ହେବା —୨. To succeed.

୩: ବାଞ୍ଛିତ ଫଳ ଦେଖାଇବା — ୩. To show or produce the desired effect.

(ଯଥା—ମୋ ସାଙ୍ଗରେ ପଞ୍ଚାଏ ଧୋବଧାଉଳିଆ ଶତ୍ରୁ ଲାଗିଛନ୍ତି; ସେ ମୋର କେଞ୍ଚିପାକାଇବେ)