Jump to content

କେଞ୍ଚିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଞ୍ଚିବା
ଉଚ୍ଚାରଣ: Ken̄chibā
ভুঁকানা कौँचना

ଦେ. କ୍ରି. (ସଂ. କୁଚ ଧାତୁ=ରାମ୍ପୁଡ଼ିବା) —

ମୁନିଆଁ ଲମ୍ବା ପଦାର୍ଥରେ କୌଣସି ପଦାର୍ଥକୁ ଭୂଷିବା — To stab; to poke at; to pierce with a pointed instrument (e.g. spear, harpoon or a pointed bamboo)

ପ୍ରାଦେ. (ସମ୍ବଲପୁର) କ୍ରି —

ଅସ୍ତ୍ର ଦ୍ବାରା ହାଣିବା ବା ଆଘାତ କରିବା —To strike with a weapon.