Jump to content

କେଞ୍ଚୁଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଞ୍ଚୁଆ
ଉଚ୍ଚାରଣ: Ken̄chuā
কেঁচুয়া, কেঁচো केँचुआ; केँचरा

ଦେ. ବି (ସଂ. ବିଞ୍ଚୂଳକ; ପ୍ରା. କେଚୁଓ) —

୧: ଜିଆ; ମହୀଳତା; ଜିଆନାଡ଼ — ୧. Earth-worm.

ମହୀଇତା ବୋଇଲେଟି କେଞ୍ଚୁଆକୁ କହି ପୀତାମ୍ବର. ନୃସିଂହ ପୁରାଣ

୨: କାଚୁଟି; ପେଟରୁ ପଡ଼ିବା ବଡ଼ କୃମି — ୨. Tape-worm or thread-worm.