Jump to content

କେଞ୍ଚୁଡ଼ି ପଚା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଞ୍ଚୁଡ଼ି ପଚା
ଉଚ୍ଚାରଣ: Ken̄chuṟḍ̠ pachā.
এঁ চোড়েপাকা /?/ कुपका

ଦେ. ବିଣ —

୧: ଅକାଳପକ୍ବ — ୧. Ripened before time.

୨: (ଲକ୍ଷଣାର୍ଥ) ଅଳ୍ପ ବୟସରେ ଅସାଧାରଣ— ରୂପେ ଧୂର୍ତ୍ତ ବା ଚାଲାଖ (ବାଳକ) — ୨. Precocious (boy).

୩: କେଞ୍ଚଡ଼ି (ଦେଖ) — ୩. Ken̄chaṟḍ̠i (See)