କେଡ଼୍ କେଡେଇବା
ଦେଖଣା
କେଡ଼୍ କେଡେଇବା —
ଉଚ୍ଚାରଣ: Keṟḍ̠ke&rline;ḍ̠eibā
ପ୍ରାଦେ. (ସମ୍ବଲପୁର) କ୍ରି —
ଖାଇବା ପାଇଁ କୌଣସି ଫଳକୁ ଧରି ଦାନ୍ତରେ କୋରିବା — To scrape fruits with one's teeth.
କଅଁଲ ପାଇଲେ ମାଙ୍କଡ଼ କେଡ଼୍ କେଡ଼୍ ସନ୍ ସମ୍ବଲପୁରୀ. ଢଗ
କେଡ଼୍ କେଡେଇବା —
ଉଚ୍ଚାରଣ: Keṟḍ̠ke&rline;ḍ̠eibā
ପ୍ରାଦେ. (ସମ୍ବଲପୁର) କ୍ରି —
ଖାଇବା ପାଇଁ କୌଣସି ଫଳକୁ ଧରି ଦାନ୍ତରେ କୋରିବା — To scrape fruits with one's teeth.
କଅଁଲ ପାଇଲେ ମାଙ୍କଡ଼ କେଡ଼୍ କେଡ଼୍ ସନ୍ ସମ୍ବଲପୁରୀ. ଢଗ