Jump to content

କେଣକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଣକା
ଉଚ୍ଚାରଣ: Keṇakā
কোথাকার कहाँका

ଦେ. ବିଣ —

କେଉଁ ସ୍ଥାନର? — Of what place?

[ଦ୍ର—କେଣ ପଦ ସଙ୍ଗେ କା, କାର,ଇକି, ଇବୁ, ଉ, ଏ ଆଦି ଲାଗି ଭିନ୍ନ ଭିନ୍ନ କାରକାର୍ଥ ପଦ ହୁଏ କିନ୍ତୁ 'କେଣ' ଶଦ୍ଦର ସ୍ବତନ୍ତ୍ର ବ୍ୟବହାର ନାହିଁ]