Jump to content

କେଣିକି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଣିକି
ଉଚ୍ଚାରଣ: Keṇiki
কোথাকে कहाँको

ଦେ. ଅ —

୧: କେଉଁ ଦିଗକୁ? — ୧. To what direction

୨: କେଉଁ ସ୍ଥାନକୁ? କେଉଁ ଠାକୁ? — ୨. To what place?

ପଳାଇ କେଣିକି ଗଲୁରେ ଜାନବୀ ମୋର ଏହି ଦୁଃଖ ଦେଖି ରେ ବିଶ୍ବନାଥ. ବିଚିତ୍ରରାମାୟଣ