କେଣେ ୟିବା
ଦେଖଣା
କେଣେ ଯିବା —
ଉଚ୍ଚାରଣ: Keṇej̄ibā
কোথায়যাওয়া
कहाँजाना
ଦେ. କ୍ରି. —
୧: ଉଭେଇ ଯିବା — ୧. To vanish; to disappear.
ମହିନୀ ରୂପ ଗଲା କେଣେ ଯେ ରୂପ ଅମୃତ ବାରଣେ—ଜଗନ୍ନାଥ. ଭାଗବତ.
୨: (ପ୍ରଶ୍ନାର୍ଥକ) କେଉଁଠାକୁ ଯିବା? — ୨. (interrogative) to go where?