Jump to content

କେଣ୍ଟା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଣ୍ଟା
ଉଚ୍ଚାରଣ: Keṇṭā

ପ୍ରାଦେ. (ସମ୍ବଲପୁର) ବି —

କୃକଳାସ; ଏଣ୍ଡୁଅ — Chameleon.

ପ୍ରାଦେ. (ସମ୍ବଲପୁର) ସର୍ବ. (ଅନାଦରାର୍ଥକ) —

କେଉଁଟା — Which of the things or persons.