Jump to content

କେଣ୍ଡା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଣ୍ଡା
ଉଚ୍ଚାରଣ: Keṇḍā
শীষ बाल; बालि

ଦେ. ବି. (ସଂ. କାଣ୍ଡ) —

୧: ଶସ୍ୟଗୁଛ — ୧. Ear of corn.

୨: କାଠିରେ ଗୁନ୍ଥା ହୋଇଥିବା ପୁଷ୍ପଗୁଚ୍ଛ — ୨. A nose-gay.

୩: ବୁନ୍ତ ସହିତ ଲାଗିଥିବା ଫୁଲ — ୩. A flower with its stem of stalk.

ଆମ୍ବ ବଉଳ ବେଣ୍ଡା ବହେ ଯେଉଁ ରୂପେ ଝଡ଼ି କେତେ ରହଇ ଜାଣ ସେହିରୂପେ—କୃଷ୍ଣସିଂହ. ମହାଭାରତ. ଶାନ୍ତି