Jump to content

କେତକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେତକ
ଉଚ୍ଚାରଣ: Ketaka
ଅନ୍ୟ ସଂ. ନାମ— କେବକ

ସଂ. ବି. (ବିତ୍ ଧାତୁ ଣିଚ,କିତି ଧାତୁ=ବାସ କରାଇବା+ ଅକ) —

କିଆ ଗଛ ଓ ଫୁଲ — The Screwpine tree and its flower.

ବାଜୀ ବାଜୀ ତହିଁ କେତକ ଛବି ସମ୍ଭବି ଯେ ଢଳି ଭଞ୍ଜ. ବୈଦେହୀଶବିଳାସ

ଗ୍ରା. ସର୍ବନାମ —

କେତେକ —Some.

ବାଜୀ ବାଜୀ ତହିଁ କେତକ ଛବି ସମ୍ଭବି ଯେ ଢଳି ଭଞ୍ଜ. ବୈଦେହୀଶବିଳାସ