Jump to content

କେତକୀଚମ୍ପା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେତକୀଚମ୍ପା
ଉଚ୍ଚାରଣ: Ketakīchampā
কনকচাঁপা कनकचंपा

ଦେ. ବି (ସଂ. କେତକୀ+ଚମ୍ପକ) —

କନକଚମ୍ପା ଫୁଲ; ମୂଚୂକୁନ୍ଦ ଫୁଲ —Pterospermum Acerifolium (with long, fragrant, yellow flowers.)