Jump to content

କେତକୀ ଖଇର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେତକୀ ଖଇର
ଉଚ୍ଚାରଣ: Ketakī Khaira
কেরা রএ

ଦେ.ବି. (ସଂ. କେତକୀ+ଖଦିର) —

ଚୂନା କରି ପାଣିରେ ଗୋଳାଇ,ମସଲା ଦେଇ କେତକୀ ପାଖୁଡା ମଧ୍ୟରେ ପୁରାଇ ଶୁଖା ଯାଇଥିବା ସୁବାସିତ ଖଇର —Catechu moulded and dried in the leaves of Screwpine flower.