କେତୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେତୁ
ଉଚ୍ଚାରଣ: Ketu

ସଂ. ବି(କିତ୍ ଧାତୁ=ବାସ କରିବା+ଉ) —

୧: ଅମଙ୍ଗଳଯୁକ୍ତ ଗ୍ରହ ବିଶେଷ—୧: The Dragon's tail; the descending node.

[ଦ୍ର—ପୁରାଣ ମତରେ ଏ ରାକ୍ଷସର ମସ୍ତକ ରାହୁ ଓ ପୁଛ କେତୁ ଅଟେ]

୨: ପତାକା —୨. Flag;banner. standard.

୩: ଚିହ୍ନ —Mark; sign; token.

୪: ଉତ୍ପାତ ଚିହ୍ନ —୪. Ominous signs.

୫: ଶତ୍ରୁ —୫. Enemy.

୬: ରୋଗ —୬. Disease.

୭: ଧୂମକେତୁ —୭. Comet.

୮: ଉଲ୍କା —୮. Meteor.