Jump to content

କେତୁମାନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେତୁମାନ
ଉଚ୍ଚାରଣ: Ketumanāna

ଦେ. ବି. (ନାମ) —

କଳିଙ୍ଗ ରାଜା ଶ୍ରୃତାଯୁଙ୍କ ପୁତ୍ର; (ମହାଭାରତ ଯୁଦ୍ଧରେ ଭୀମଙ୍କୁ ସାହାଯ୍ୟ କରୁଥିବା ଚେଦୀସୈନ୍ୟଙ୍କ ବିରୁଦ୍ଧରେ ସେ ଘୋର ଯୁଦ୍ଧ କରିଥିଲେ) — Name of the son of Ṡrutāyu, the king of Kaḻiṅga (mentioned to the Mahābhārata).