Jump to content

କେତେ କଡ଼ାରେ ଗଣ୍ଡାଏ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେତେ କଡ଼ାରେ ଗଣ୍ଡାଏ
ଉଚ୍ଚାରଣ: Kete kaṟḍ̠āre gaṇḍāe

ଦେ. ବିଣ. (ଅନାଦର,ବ୍ୟଙ୍ଗାର୍ଧ) —

ଅତି ନଗନ୍ୟ (ବ୍ୟକ୍ତି) — Very insignificant (person).

(ଯଥା—ସେଉଟା କେତେ କଡାରେ ଗଣ୍ଡାଏ)