Jump to content

କେତ୍କେତାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେତ୍କେତାଇବା
ଉଚ୍ଚାରଣ: Ketketāibā
টুকিটুকিকরা टुकडा टुकडा करना

ଦେ. କ୍ରି —

୧: ଟିକିଟିକି କରି କାଟିବା;କେତା କେତା କରିବା — ୧. To chop to tear into shreds.

୨: ଓଟାରି ବୁଲାଇବା (ଗୋପୀନାଥ ନନ୍ଦ) — ୨. To cause to whirl.