Jump to content

କେଦର ଗୌରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଦର ଗୌରୀ
ଉଚ୍ଚାରଣ: Kedāra g&aline;&uline;rīi

ଦେ. ବି

୧: (ନାମ) ଭୁବନେଶ୍ବରରେ ବିରାଜିତ କେଦାରେଶ୍ବର ମହାଦେବ ଓ ତାଙ୍କର ଗୌର ଦେବୀ —୧. Name of a siba-linga and Pārbati in Bhubaneswar.

୨: କବିବର ରାଧାନାଥଙ୍କ ରଚିତ ଓଡ଼ିଆ କାବ୍ୟ —୨. An oriya poem by poet Rādhānātha.