କେଦାରକୁଣ୍ଡ
ଦେଖଣା
କେଦାରକୁଣ୍ଡ଼ —
ଉଚ୍ଚାରଣ: Kedāra kuṇḍa
ଦେ. ବି —
(ନାମ) ଭୂବନେଶ୍ବର କେଦାରେଶ୍ବରଙ୍କ ନିକଟସ୍ଥ ଗୋଟିଏ ସ୍ବଚ୍ଛ ନିର୍ଝର କୁଣ୍ଡ଼ — Name of a spring water reservoir near the temple of Kedāreṡwara at Bhubaneswar.
[ଦ୍ର—ଏହାର ଜଳ ପାନ କରିବାଦ୍ବାରା ଅଜିର୍ଣ୍ଣ ରିଗ ଦୂର ହୋଇଯାଏ ବୋଲି ବହୁକାଳରୁ ଲୋକ ବିଶ୍ବାସ ରହିଅଛି]