Jump to content

କେନା କେନା କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେନା କେନା କରିବା
ଉଚ୍ଚାରଣ: Kenākenākaribā
টূকিটুকি করা टुकड़ाटुकड़ाकरना

ଦେ. କ୍ରି. —

୧: ଖଣ୍ଡ଼ଖଣ୍ଡ଼ କରି ବିଭକ୍ତ କରିବା —୧. To divide into small pieces.

୨: ଟିକି ଟିକି କରି ଚିରି ପକାଇବା — ୨. To tear into small shreds.