Jump to content

କେନେଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେନେଆ
ଉଚ୍ଚାରଣ: Keneā

ବୈଦେ. ବି. (ନାମ) —

ପୁର୍ବ ଆଫ୍ରିକାରେ ବ୍ରିଟିଶ୍ ସାମ୍ରାଜ୍ୟର ଉପକୁଳ ପ୍ରଦେଶ (ଜାଞ୍ଜିବାର ସୁଲତାନଙ୍କୁ ଏଥିପାଇଁ ଇଂରାଜ ଗଭର୍ଣ୍ଣମେଣ୍ଟ କିଛି ଖଜଣା ଦିଏନ୍ତି ଏହା ବିଲାତରେ ଗୋଟିଏ କ୍ରାଉନ କଲୋନୀ) — Kenea; the costline of Zanzibar; an Arab estate in East Africa under the protection of Great Britain which is a crown colony.

[ଦ୍ର—ଏଠାରେ ଅନେକ ପୁରୁଷରୁ ବହୁ ଭାରତୀୟ ଉପନିବ୍ଶ କରିଛନ୍ତି]