Jump to content

କେନ୍ଦକେନ୍ଦା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେନ୍ଦକେନ୍ଦା
ଉଚ୍ଚାରଣ: Kendkendā

ପ୍ରାଦେ. (ସଂମ୍ବଲପୁର) ବିଣ —

ଛେତା; କେନ୍ଦା — Pale.

(ଯଥା—ସାହେବମାନଙ୍କ ଦେହ କେନ୍ଦକେନ୍ଦା ଦେଖାଯାଏ)