କେନ୍ଦରା
ଦେଖଣା
କେନ୍ଦରା —
ଉଚ୍ଚାରଣ: Kendarā
কেঁদড়া
किँगरी
ଦେ. ବି. (ସଂ. କଣ୍ଡୋଳ) —
୧: ଭିକମଗା ଉତ୍କଳୀୟ ଯୋଗୀଙ୍କ ବୀଣା —୧. A one-sttringed fiddle (horse-hair-stringed instrument) used by J̄ogī-beggars of Orissa.
୨: ଚଣ୍ଡାଳ ବୀଣା —୨. A stringed instrument used by low caste people.
ଦେ. ବିଣ.
(ଦେହର ଅଙ୍ଗ ଓ ଘାଆ ଆଦି ପାଣି ଲାଗିବା ହେତୁରୁ) ଶେତା —Pale.