Jump to content

କେନ୍ଦରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେନ୍ଦରି
ଉଚ୍ଚାରଣ: Kendari

ଦେ. ବିଣ —

୧: ବିବର୍ଣ୍ଣ —୧. Pale.

୨: ଘାଆ ବା ଦେହରେ କୌଣସି ଅଙ୍ଗ ବହୁକାଳ ପାଣିରେ ବୁଡ଼ାଇ ରଖିବା ଯୋଗୁଁ ଶେଢା ପଡ଼ିଯିବା — ୨. Become pale through long immersion in water.