କେନ୍ଦଳ
ଦେଖଣା
କେନ୍ଦଳ —
ଉଚ୍ଚାରଣ: Kendaḻa
ପ୍ରାଦେ. (ଖୋର୍ଦ୍ଧା) ବି —
ଯୁଆଳିକୁ ଝୁରାରେ ବାନ୍ଧିବା ପାଇଁ ଦୁଇ ଦଣ୍ଡାର ଅଗକୁ ଯେଉଁ କାଠିରେ ଫୋଡ଼ି ଯୁଆଳିମଝିରେ ସଂଲଗ୍ନ କରାଯାଏ —A wooden pin passing through the heads of the two poles joined together and tied to the yoke of a cart at the front.