Jump to content

କେନ୍ଦା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେନ୍ଦା
ଉଚ୍ଚାରଣ: Kendā

ପ୍ରାଦେ. ବିଣ —

୧: (ସମ୍ବଲପୁର)—ଛେତା; ବହୁକ୍ଷଣ ପାଣିରେ ବୁଡ଼ିଲେ ଦେହ ଯେପରି ଦେଖାଯାଏ —୧. Pale, discoloured.

୨: (ବାଲେଶ୍ବର)—ଯେଉଁ ପଖାଳଭାତ ଖଟା ହୋଇ ନାହିଁ; ସଜ (ପଖାଳ) —୨. Fresh (moistened boiled rice); which has not yet become sour.

୩: (ସମ୍ବଲପୁର) ପାଣ୍ଡୁର—ବର୍ଣ୍ଣ—ବିଶିଷ୍ଟ (ବ୍ୟକ୍ତି) — ୩. (a person) Of a pale or ashy colour.

କାଉକାଲିଆ, କେନ୍ଦା, ମଲିଆ, ହିଆରେ ନ ଥାଇ ବାଲ୍ ଏ ଚାରି ଲୋକଙ୍କୁ ପରତେ ନ ୟିବ ଜୀଇଁ ଥିବ ଯେତେ କାଲ୍ ଢଗ

ଦେ. ବି —

୧: କାନ୍ଦି (ଦେଖ) ୧. Kāndi (See)

୨: କନ୍ଦା (ଦେଖ) ୨. Kandā (See)