Jump to content

କେନ୍ଦାଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେନ୍ଦାଳ
ଉଚ୍ଚାରଣ: Kendāḻa

ଦେ. ବି. (ନାମ) —

କଟକ ଜିଲ୍ଲାର ଗୋଟିଏ ବଡ଼ ଗ୍ରାମ (ଏଥିରେ ଗୋଟିଏ ବଡ଼ ସାପ୍ତାହିକ ହାଟ ବସେ) — A large village in the district of Cuttack (where a large weekly fair is held.)