Jump to content

କେନ୍ଦୁଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେନ୍ଦୁଆ
ଉଚ୍ଚାରଣ: Kenduā
তেন্দবা; তেন্দূআ चिताबाध নেকড়া भेड़िँया; ळकड़बग्धा

ଦେ. ବି —

୧: ଏକ ପ୍ରକାର ଛୋଟ ବାଘ; ଚିତାବାଘ — ୧. A species of small tiger; leopard; Felis Pardus.

[ଦ୍ର—ଏହାର ଶରୀର ଧୂସରବର୍ଣ୍ଣ ଓ ତହିଁରେ କଳା— କଳା ଟୋପି ଥାଏ ଏ ଉଚ୍ଚରେ ଦୁଇ ଫୁଟ ଓ ଲମ୍ବରେ ଚାରି ବା ପାଞ୍ଚ ଫୁଟ ଏମାନେ ସାଧାରଣତଃ ଗାଈ, ଗୋରୁ, ମେଣ୍ଢା, ଛେଳି ଆଦିଙ୍କୁ ମାରନ୍ତି; ଏମାନେ ମନୁଷ୍ୟକୁ ମାରି ପାରନ୍ତି ନାହିଁ]

୨: ହେଟା ବାଘ; ଗଧିଆ — ୨. Wolf; Canis Palipes.

ଭୂମି ଉପରେ ପଡ଼ି ନିଦ୍ରିତା ଶୂକରୀକୁ କେନ୍ଦୁଆ ଯେପରି ଅନାଁଏ ସେହିପରି ଏକଧ୍ୟାନରେ ଚାହିଁଅଛି—ଫକୀରମୋହନ. ଛଅମାଣଆଠଗୁଣ୍ଠ