Jump to content

କେନ୍ଦୁଡ଼ି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେନ୍ଦୁଡ଼ି
ଉଚ୍ଚାରଣ: Kenduṟḍ̠i

ଦେ. ବି. (ସଂ. କନ୍ଦଳ) —

ଏକଜାତୀୟ ଜଳଜ ପୁଷ୍ପଗୁଳ୍ମ; ପାଣିକେନ୍ଦୁଳି ଗଛ — A species of aquatic flowering plant.

[ଦ୍ର—ଏହା ପାଣିରେ ଜନ୍ମେ, ପତ୍ର ଗୋଲ ଓ ମସୃଣ ଏହାର ପତ୍ରରେ ଲହୁଣୀ ଲଗାଇ ପାଚିବା ବ୍ରଣ ଆଦିରେ ଦେଲେ ସେଥିରୁ ପୂଜ ନିଃଶେଷ ହୋଇ ବାହାରି ଯାଇ ଘାଆ ଶୁଖିଯାଏ ଏଥିରୁ ମୂଳ ଔଷଧରୂପେ ବ୍ୟବହୁତ ହୁଏ]