Jump to content

କେନ୍ଦୁବିଲ୍ବ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେନ୍ଦୁବିଲ୍ବ
ଉଚ୍ଚାରଣ: Kendubilwa

ସଂ. ବି. (ନାମ) —

ଗୀତଗୋବିନ୍ଦ ପ୍ରଣେତା କବି ଜୟଦେବଙ୍କ ଜନ୍ମସ୍ଥାନ — The birth-place of Jayadeba, the poet of Gītagobinda.

[ଦ୍ର—ଏହା ପୂର୍ବବଙ୍ଗ ବୀରଭୂମ ଜିଲ୍ଲାର ଅଜୟା ନଦୀକୂଳରେ ଅବସ୍ଥିତ ଗୋଟିଏ ଗ୍ରାମ ପ୍ରତିବର୍ଷ ପୌଷ ପୂର୍ଣ୍ଣମୀଠାରୁ ପନ୍ଦର ଦିନ ଏଠାରେ ମେଳା ହୁଏ ବର୍ତ୍ତମାନ କେତେକ ଓଡ଼ିଆ ଲେଖକ ଏହାକୁ ଓଡ଼ିଶାର ପୁରୀ ଜିଲ୍ଲାର କୋଠଦେଶ ଅଞ୍ଚଳର ଗୋଟିଏ ଗ୍ରାମ ବୋଲି ନିର୍ଦ୍ଦେଶ କରୁଅଛନ୍ତି କିନ୍ତୁ ଏ କଥା ଏପର୍ଯ୍ୟନ୍ତ ନିଃସନ୍ଦେହରୂପେ ମୀମାଂସିତ ହୋଇ ନାହିଁ ଜୟଦେବ ତଳେ ନୋଟ୍ ଦେଖ]