କେନ୍ଦ୍ରବର୍ତ୍ତୀ
ଦେଖଣା
କେନ୍ଦ୍ରବର୍ତ୍ତୀ —
ଉଚ୍ଚାରଣ: Kendrabarttī
(କେନ୍ଦ୍ରବର୍ତ୍ତିନୀ—ସ୍ତ୍ରୀ)
ସଂ. ବିଣ. (କେନ୍ଦ୍ର+ବୃତ ଧାତୁ+କର୍ତ୍ତୃ. ଇନ୍; ୧: ମା. ୧: ବ) —
୧: କେନ୍ଦ୍ରରେ ଅବସ୍ଥିତ — ୧. Central; situated in the central position.
୨: (ଜ୍ଯୋତିଷ) ଜନ୍ମ ଲଗ୍ନରେ ଅବସ୍ଥିତ (ଗ୍ରହ) — ୨. (astronomy) (a planet) In the ascendant at the time of one's birth.
୩: (ଗଣିତ ଜ୍ଯୋତିଷ) ଲଗ୍ନର ଚତୁର୍ଥ, ସପ୍ତମ ବା ଦଶମ ସ୍ଥାନରେ ଅବସ୍ଥିତ — ୩. (astrology) Occupying the fourth, seventh or tenth position from one's natal planet.