କେନ୍ଦ୍ରସ୍ଥାନ
ଦେଖଣା
କେନ୍ଦ୍ରସ୍ଥାନ —
ଉଚ୍ଚାରଣ: Kendrasthāna
ସଂ. ବି. (କେନ୍ଦ୍ର+ସ୍ଥାନ) —
୧: ମଧ୍ୟବିନ୍ଦୁ —୧. Focus.
୨: (କୌଣସି ବିଷୟ, ବିଦ୍ୟା ବା ବାଣିଜ୍ୟାଦିରେ) ପ୍ରଧାନ ସ୍ଥାନ — ୨. Mart; chief centre.
୩: (ଜ୍ଯୋତିଷ) ଲଗ୍ନର ୪: ର୍ଥ, ୭: ମ ବା ୧: ମ ସ୍ଥାନ — ୩. (astrology) The ୪th, ୭th or ୧୦th place counted from one's natal planet.