କେନ୍ଦ୍ରାଭିକର୍ଷଣୀ ଶକ୍ତି
ଦେଖଣା
କେନ୍ଦ୍ରାଭିକର୍ଷଣୀ ଶକ୍ତି —
ଉଚ୍ଚାରଣ: Kendrābhikarshaṇī ṡakti
ସଂ. ବି. (ବିଜ୍ଞାନ ପରିଭାଷା) —
୧: ଯେଉଁ ଶକ୍ତି ବଳରେ କୌଣସି ବସ୍ତୁ ଘୂରିଲାବେଳେ ପୃଥିବୀର କେନ୍ଦ୍ର ବା ବୃତ୍ତର କେନ୍ଦ୍ର ଆଡ଼କୁ ଟାଣି ହୋଇ ଆସେ — ୧. (science) Centripetal force.
୨: ମାଧ୍ୟାକର୍ଷଣ — ୨. The force of Gravitation.