Jump to content

କେନ୍ଦ୍ରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେନ୍ଦ୍ରି
ଉଚ୍ଚାରଣ: Kendri

ଦେ. ବି —

ଖେଳରେ ଅନ୍ୟାୟ ମତେ ଜିଣିବା ଅଭିପ୍ରାୟରେ କରାଯିବା ଷଡ଼ୟନ୍ତ୍ର ବା କୌଶଳ — Artifices or unfair means employed by persons eager to win a game.