କେନ୍ଦ୍ରୀଭୁତ
ଦେଖଣା
କେନ୍ଦ୍ରୀଭୁତ —
ଉଚ୍ଚାରଣ: Kendrībhūta
ସଂ. ବିଣ. (କେନ୍ଦ୍ର+ଅଭୁତ ତଭାବେ ଚ୍ବି+ଭୁ ଧାତୁ+ କର୍ତ୍ତୃ. ତ) —
୧: ଚାରିଆଡ଼ରୁ ଗୋଟାଇ ହୋଇ ଆସି ଏକ ସ୍ଥାନରେ ରାଶୀକୃତ —୧. Concentrated; gathered into one centre.
୨: ୟାହା ପୂର୍ବେ କେନ୍ଦ୍ର ନ ଥିଲା କିନ୍ତୁ ବର୍ତ୍ତମାନ କେନ୍ଦ୍ର ହୋଇଅଛି —୨. Now turned into a centre.