କେନ୍ଦ୍ର କରିବା
ଦେଖଣା
କେନ୍ଦ୍ର କରିବା —
ଉଚ୍ଚାରଣ: Kendra karibā
কেন্দ্রকরা
केन्द्रकरना
ଦେ. କ୍ରି —
୧: (ଜ୍ୟାମିତି) ବୃତ୍ତ ଅଙ୍କିତ କରିବା ପାଇଁ ଗୋଟିଏ କେନ୍ଦ୍ର—ବିନ୍ଦୁ ନିରୂପଣ କରିବା — ୧. (geometry) To fix a point as the centre for drawing a circle.
୨: କୌଣସି ବହୁବ୍ୟାପୀ କର୍ମ କରିବା ପାଇଁ କର୍ମାରମ୍ଭ— କରିବାର କେନ୍ଦ୍ରସ୍ଥଳ ନିରୂପଣ କରିବା — ୨. To fix a place as centre for doing some extensive work.