Jump to content

କେପସୁଲ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେପସୁଲ୍
ଉଚ୍ଚାରଣ: Kepsul
ক্যাপসুল केपसुल

ବୈଦେ. ବି. (ଇଂ. କାପସୁଲ) —

ବୋତଲରେ ଠିପି ଉପରେ ଜଡ଼ା ଯାଇଥିବା ଟୋପି —Capsule.