Jump to content

କେବଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେବଟ
ଉଚ୍ଚାରଣ: Kebaṭa

ସଂ. ବି. —

୧: ଜଳ ଝରିବା ପାଇଁ ବାଲି କିମ୍ବା ମାଟିରେ ଖୋଳା ଯିବା କୂପ ବା ଗର୍ତ; ଚୂଆ —A shallow pool or hole dug in the sand for accumulation of percolating water.