କେବଣ
ଦେଖଣା
କେବଣ —
ଉଚ୍ଚାରଣ: Kebaṇa
কোন
कान
ଦେ. (ପଦ୍ୟ) ସର୍ବ (ସଂ. କିମ୍) —
୧: କେଉଁ (ବ୍ୟକ୍ତି ବା ବିଷୟ)? — ୧. Who ? which ? what ?
କେବଣ ତପରୁ ମୁହିଁ ହୋଇ ଥିଲି ରାଜା ମହାଦେବ. ମାର୍କଣ୍ଡେୟପୁରାଣ
୨: କେହି; କୌଣସି ଅନିର୍ଦ୍ଦିଷ୍ଟ (ବ୍ୟକ୍ତି ବା ବିଷୟ) —୨. Any (person or thing); some person or some thing.