ଶବ୍ଦାର୍ଥ:
କେବର୍ତ୍ତ — ଉଚ୍ଚାରଣ: Kebartta
ସଂ. ବି.—(କେ=ଜଳରେ+ବୃତ ଧାତୁ=ରହିବା+କର୍ତ୍ତୃ. ଅ) —
କୈବର୍ତ୍ତ; କେଉଟ —Fisherman.