Jump to content

କେବଳାନନ୍ଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେବଳାନନ୍ଦ
ଉଚ୍ଚାରଣ: Kebaḻānanda

ସଂ. ବି. (କେବଳ+ଆନନ୍ଦ) —

୧: ଅମିଶ୍ରିତ ଆନନ୍ଦ — ୧. Unmixed joy or delight.

୨: ବିଶୁଦ୍ଧାନନ୍ଦ; ପରମାନନ୍ଦ —୨. Pure joy; beatitude.

ଦେ. ବି. ପୁଂ. —

ଲୋକଙ୍କ ନାମ — A name given to males.