କେବା
ଦେଖଣା
କେବା —
ଉଚ୍ଚାରଣ: Keba
কবে
कब्
ଦେ. ସର୍ବନାମ —
୧: (ସଂ. କିମ୍+ବେଳା) କେଉଁ ସମୟ? କେତେବେଳେ? —୧. Which time? what time?
୨: ବହୁ ପୂର୍ବବର୍ତ୍ତୀ କାଳ; ଦୁର ଅତୀତ — ୨. Long time past.
୩: ବହୁ ପରବର୍ତ୍ତୀ କାଳ; ଦୂର ଭବିଷ୍ୟତ — ୩. Distant future.
[ଦ୍ର—ଏହି ଶବ୍ଦରୁ ୨: ୟା ବିଭକ୍ତିରେ କେବକୁ, ୫: ମୀ ରେ କେବଠଉଁ, କେବଠାରୁ, କେବେହୁଁ, କେବରୁ, ୬: ଷ୍ଠୀରେ କେବକା, କେବକାର, କେବର ଓ ୭: ମୀରେ କେବେ ଶବ୍ଦମାନ ହୁଏ]