Jump to content

କେବେ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେବେ
ଉଚ୍ଚାରଣ: Kebe
কবে कब

ଦେ. ଅ. (ସଂ. କଦା; କଦାପି) —

୧: କଦା? କେତେବେଳେ? କେଉଁ ସମୟରେ? — ୧. When?

୨: କୌଣସି ସମୟରେ —୨. Ever; at any time.

ମୁଁ ଏହା କଲି ବୋଲି କେବେ କି କହନ୍ତି—କୃଷ୍ଣସିଂହ. ମହାଭାରତ. ବିରାଟ

୩: ବହୁକାଳ ପରେ ବା ପୂର୍ବେ ଅନିର୍ଦ୍ଦିଷ୍ଟ ସମୟରେ — ୩. In some remote and unfixed future or past.