Jump to content

କେବେଠାରୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେବେଠାରୁ
ଉଚ୍ଚାରଣ: Keba&ṭhāru
কবেথেকে कबसे

ଦେ. ଅ. —

୧: କେଉଁ ସମୟରୁ? — ୧. From which time?

୨: ବହୁ କାଳ ପୂର୍ବରୁ — ୨. Since a long long time.