କେବେହେଲେ
ଦେଖଣା
କେବେହେଲେ —
ଉଚ୍ଚାରଣ: Kebehele
কবেও
कभी
ଦେ. ଅ. (ସଂ. କଦବା) —
୧: କଦାପି —୧. Ever.
୨: କଦାକାଳେ; କେତେବେଳେ ହେଲେ — ୨. At any time whatever.
ଜଳାର୍ଥୀ ଗୟଳ, ମୃଗ, ବଳାହାଦି କରି ବନପଶୁ କେବେହେଲେ ଓହ୍ଲାଇବେ ଜଳେ— ରାଧାନାଥ. ଦଶରଥବିଯୋଗ
୩: ଯେ କୌଣସି କାରଣରୁ ବା ଅବସ୍ଥାରେ ମଧ୍ୟ — ୩. On any consideration or account.